29.1 C
Bhubaneswar
Friday, July 4, 2025
Homeଓଡିଶାକାନ୍ଥ ଭୁଶୁଡ଼ି ଯୁବକ ମୃତ

କାନ୍ଥ ଭୁଶୁଡ଼ି ଯୁବକ ମୃତ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଘରର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ ହୋଇଛନ୍ତି। ଗତ କାଲି ବିଳମ୍ବିତ ରାତ୍ରରେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଟି, ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଏଭଳି ଘଟଣା ଘଟିଛି। ମୃତକ ହେଲେ ସୁଶାନ୍ତ ମଳିକ ଓ ଗୁରୁତର ଆହତ ଜଣଙ୍କ ହେଲେ ସୁକାନ୍ତ ମଳିକ।

ଦୁଇ ଜଣଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା କିନ୍ତୁ ସେଠାରେ ସୁଶାନ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର l ସେପଟେ ଗରିବ ପରିବାରକୁ ସାହାଯ୍ଯ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking