30.1 C
Bhubaneswar
Wednesday, July 16, 2025
Homeଓଡିଶାବାଟରେ ଆମ୍ବୁଲାନ୍ସ ଖରାପ: ଜଣେ ମୃତ

ବାଟରେ ଆମ୍ବୁଲାନ୍ସ ଖରାପ: ଜଣେ ମୃତ

ବ୍ରହ୍ମପୁର: ଅଚଳ ଆମ୍ବୁଲାନ୍ସ ପାଇଁ ମୃତ୍ୟୁବରଣ କଲେ ଜଣେ ଯୁବକ । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଘଟିଛି ଏହି ଘଟଣା । ପେଟରେ କ୍ରିକେଟ ବଲ ବାଜି ଅସୁସ୍ଥ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଉଥିଲା । ଖଲ୍ଲିକୋଟ ଘାଟି ମଝିରେ ଅଚଳ ହୋଇଥିଲା ଆମ୍ବୁଲାନ୍ସ । ଅନ୍ୟ ଏକ ଆମ୍ବୁଲାନ୍ସ ୩ ଘଣ୍ଟ ବିଳମ୍ବରେ ପହଞ୍ଚିଥିଲା । ବିଳମ୍ବ କାରଣରୁ ଚାଲିଗଲା ଯୁବକଙ୍କ ଜୀବନ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking