25.1 C
Bhubaneswar
Friday, March 1, 2024
Homeଦେଶ ବିଦେଶଟନେଲ୍‌‌ ଟ୍ରାଜେଡି; ଆଉ କିଛି ସମୟର ଅପେକ୍ଷା

ଟନେଲ୍‌‌ ଟ୍ରାଜେଡି; ଆଉ କିଛି ସମୟର ଅପେକ୍ଷା

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ୍‌‌ରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା ରହିଛି। ପାଇପ ଡ୍ରିଲିଂ କାମ ପ୍ରାୟତଃ ଶେଷ ହୋଇଥିବା ନେଇ ସୂଚନା ମିଳିଛି। ଟନେଲ ଭିତରକୁ ଏନଡିଆରଏଫ ଟିମ୍‌‌ ପ୍ରବେଶ କରିବା ସହ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ରହିଛି। ଦଉଡି ଓ ସିଡି ମଧ୍ୟ ଟନେଲ ଭିତରକୁ ନିଆଯାଇଛି। ଆଉ କିଛି ସମୟ ପରେ ୧୭ ଦିନର ଅପେକ୍ଷାର ଅନ୍ତ ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking