29.1 C
Bhubaneswar
Wednesday, May 22, 2024
Homeଓଡିଶାଟ୍ରାକ୍ ମରାମତି ଚାଲିଲା ଟ୍ରେନ୍‌

ଟ୍ରାକ୍ ମରାମତି ଚାଲିଲା ଟ୍ରେନ୍‌

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡିଲା ଟ୍ରେନ୍ । ଅଫ୍ ଲାଇନ୍‌ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍ । ମରାମତି ଉପରେ ୨ଟା୩୬ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍ । ଏକ୍ସପ୍ରେସ ଟ୍ରେନ୍ ଚାଲିବା ନେଇ ରେଲେଓ ପକ୍ଷରୁ ସୂଚନା ।

ବେଆଇନ ପାର୍କିଂ ଯୋଗୁ ବଢ଼ୁଛି ଦୁର୍ଘଟଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking