30.1 C
Bhubaneswar
Saturday, May 4, 2024
Homeଓଡିଶାମନୋଜ ମିଶ୍ରଙ୍କ ବ୍ୟାନ୍ ଉଠିବ ନାହିଁ : ପ୍ରଯୋଜକ ସଂଘ

ମନୋଜ ମିଶ୍ରଙ୍କ ବ୍ୟାନ୍ ଉଠିବ ନାହିଁ : ପ୍ରଯୋଜକ ସଂଘ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ୍ ଉଠିବ ନାହିଁ । ବ୍ୟାନ୍ ଉଠିବନି ବୋଲି ପ୍ରଯୋଜକ ସଂଘର ପ୍ରେସମିଟରେ ସୂଚନା । ସେ ନିଜେ ବିବାଦ ସମାଧାନ ଚାହୁଁ ନାହାନ୍ତି , ଡାକିଲେ ଆସୁନାହାନ୍ତି । ପଶ୍ଚିମ ଓଡିଶା କଥା କହୁଛନ୍ତି, ତାଙ୍କ ଫିଲ୍ମରେ କେତେ ଅଭିନେତା ଅଛନ୍ତି । ମନୋଜଙ୍କ ବ୍ୟାନ୍ ନିଷ୍ପତ୍ତି କଙ୍ଗାରୁକୋର୍ଟ ନୁହେଁ , ଆମ ସାମୂହିକ ନିଷ୍ପତ୍ତି । ବର୍ତ୍ତମାନ ସେ ଏହାକୁ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି । ମାର୍ଥା ବାବୁଙ୍କ ଅଭିଯୋଗ ମିଛ , ଆମ ପାଖରେ ୧୩୦ ମେମ୍ବର ଅଛନ୍ତି ।

ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking