ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

ଦିଲ୍ଲୀ : ମାଲାୟାଲାମ୍ ଟେଲିଭିଜିନ ଓ ଫିଲ୍ମ ଅଭିନେତ୍ରୀ ରେଞ୍ଜୁଶା ମେନନ (୩୫)ଙ୍କ ଝୁଲନ୍ତା ମୃତଦେହ ଥିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ରେଞ୍ଜୁଶାଙ୍କ ମୃତଦେହ ବେଡ୍‌ ରୁମ୍‌ରେ ଝୁଲି ରହିଥିଲା। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ତେବେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି। ସ୍ୱାମୀ ମନୋଜଙ୍କ ସହିତ ରେଞ୍ଜୁଶା ଏହି ଘରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା। ସେ ଟେଲିଭିଜନ ଇଣ୍ଡଷ୍ଟ୍ରୀ … Continue reading ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ