27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ଲମ୍ବା କାର :ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଟ୍ରେନ ଠୁ ବଡ!!!

ବିଶ୍ୱର ସବୁଠୁ ଲମ୍ବା କାର :ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଟ୍ରେନ ଠୁ ବଡ!!!

ନୂଆଦିଲ୍ଲୀ : ଆପଣ ଅନେକ ଡିଜାଇନର କାର୍ ଦେଖିଥିବେ | ରାସ୍ତାରେ ଅନେକ ଲମ୍ବା କାର ଓ ଟ୍ରକ ମଧ୍ୟ ଦେଖିଥିବେ | କିନ୍ତୁ ଟ୍ରେନ ଠୁ ଲମ୍ବା କାର କେବେ ଦେଖିଛନ୍ତି କି ? ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଲମ୍ବା କାର ବିଷୟରେ କହିବାକୁ ଯାଉଛୁ | ଏବେ ଏପରି ଏକ କାର ଲଞ୍ଚ ହୋଇଛି ଯାହାର ଆଗ ପଟରୁ ପଛ ପଟକୁ ଦେଖିବାକୁ ହେଲେ ଲମ୍ବା ରାସ୍ତା ଦେଇ ଯିବାକୁ ହେବ । ଏହି କାର ବିଶ୍ୱରେ ସବୁଠାରୁ ଲମ୍ବା କାର ଭାବେ ଗୀନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନିତ । ଏହି ସୁପର କାରର ନାମ ହେଉଛି ‘ଆମେରିକୀୟ ଡ୍ରିମ୍’ | ଯାହାର ମୋଟ ଲମ୍ବ 30.54 ମିଟର କିମ୍ବା 100 ଫୁଟରୁ ଅଧିକ | ଦୁନିଆର ସବୁଠୁ ଲମ୍ବା କାର ଭାବେ ଏହାର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି |

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, କାରଟି ପ୍ରଥମେ 1986 ରେ କାଲିଫର୍ନିଆର ବର୍ବାଙ୍କରେ କାର୍ କଷ୍ଟମାଇଜର୍ ଜୟ ଓହରବର୍ଗଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ସୁପର ଇମୋଜିନ୍ କାରର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି | ଏହାର ଲମ୍ବକୁ 30.5 ମିଟର ବୃଦ୍ଧି କରାଯାଇ 100 ଫୁଟରୁ ଅଧିକ ଲମ୍ବା କରାଯାଇଛି | ଏହି କାରକୁ ଉଭୟ ପାଶ୍ୱର୍ରୁ ଚଲା ଯାଇପାରିବ । ଏକକାଳୀନ ଏଥିରେ ୭୫ ଜଣ ଯାତ୍ରୀ ବସିପାରିବେ । ଏଥିରେ ବସିଲେ ଆପଣ ରାଜକୀୟ ଶୈଳୀର ଅନୁଭବ କରିପାରିବେ |ଏହି କାର ଭିତରେ ସୁଇମିଂପୁଲ, ୱାଟର ବେଡ୍ , ବାଥ୍ ଟବ୍ ଏବଂ ମିନି-ଗଲଫ୍ କର୍ସ, ହେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking