16.1 C
Bhubaneswar
Thursday, January 16, 2025
Homeଓଡିଶାବାପା ତାଗିତ୍ କଲେ ବୋଲି ଜୀବନ ହାରିଲା ପୁଅ

ବାପା ତାଗିତ୍ କଲେ ବୋଲି ଜୀବନ ହାରିଲା ପୁଅ

ସୋର : ବାପା ତାଗିତ୍ କରିବାରୁ ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା । ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଅଭାବନୀୟ ଘଟଣା । ସାନ ଭାଇ ସହ ବଲ୍ ପାଇଁ ଝଗଡା କରିବାରୁ ବାପା ତାଗିତ କରିଥିଲେ । କିଛଇ ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ପୁଅ ।

ନାବାଳିକା ଦୁଷ୍କର୍ମ ମାମଲା : ବାପାକୁ ୨୦, ପୁଅକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking