24.1 C
Bhubaneswar
Thursday, April 10, 2025
Homeଅପରାଧ ବାପାକୁ ମାରି ପୋତି ଦେଲା ପୁଅ

 ବାପାକୁ ମାରି ପୋତି ଦେଲା ପୁଅ

ଭବାନୀପାଟଣା: ବାପାକୁ ହତ୍ୟା କରି ପୋତି ଦେଲା ନୃଶଂସ ପୁଅ । ସଦର ଥାନା କାଡମ ଗାଁରେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା । ଗତ ୧ରେ ବାପାକୁ ହତ୍ୟା କରି ଘରଠୁ କିଛି ଦୂରରେ ଣବ ପୋତିଥିଲା ପୁଅ । ଅଭିଯୁକ୍ତର ମାଆ ପୋଲିସକୁ ଖବର ଦେଲା ପରେ ମିଳିଲା ମୃତଦେହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking