34.1 C
Bhubaneswar
Friday, March 29, 2024
Homeଅପରାଧଶାଶୂକୁ ହତ୍ୟା କଲା ଜ୍ୱାଇଁ

ଶାଶୂକୁ ହତ୍ୟା କଲା ଜ୍ୱାଇଁ

ରାଉରକେଲା : ଶାଶୂକୁ ହତ୍ୟା କଲା ଜ୍ୱାଇଁ । ହତ୍ୟା ବେଳେ ବଞ୍ଚାଇବାକୁ ଯାଇଥିବା ଶଶୁରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁଣିଗାରେଡ଼ି ସନ୍ଦେହରେ ଶାଶୂକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା କାତେପୁର ସ୍କୁଲ ଟୋଲା ଅଞ୍ଚଳରୁ ଆସଛି ଏହି ହତ୍ୟାକାଣ୍ଡ ଅଭିଯୋଗ । ସୂଚନା ଅନୁଯାୟୀ, ମୋନା କୁମହର ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଶାଶୁଙ୍କୁ ହତ୍ୟା କରିବା ପରେ ଶଶୁରଙ୍କୁ ଆକ୍ରମଣ କରିଥିଲେ । ବିସ୍ରା ପୋଲିସ ମୋନା କୁମହରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking