27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭାଇକୁ ରକ୍ଷା କରିବାକୁ ଯାଇ ପାଣିରେ ବୁଡି ଗଲା ଭଉଣୀ

ଭାଇକୁ ରକ୍ଷା କରିବାକୁ ଯାଇ ପାଣିରେ ବୁଡି ଗଲା ଭଉଣୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୋତବାଲି ଅଞ୍ଚଳର ଦୁଇ ଭାଇ ଭଉଣୀ ଖରା ଛୁଟିରେ ମାମୁଁଘରକୁ ବୁଲିବା ପାଇଁ ଯାଇଥିଲେ । ସ୍କୁଲରେ ଖରା ଦିନ ଛୁଟି ମିଳିଥିଲା । ମା ସହ କେଡ଼େ ଖୁସିରେ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ ଦୁଇ ଭାଇ ଭଉଣୀ। ଝିଅକୁ ୧୧ ବର୍ଷ ପୁଅକୁ ୯ ବର୍ଷ । ଅଧିକ ଗରମ ହେଉଥିବାରୁ ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ହେଲେ ପୋଖରୀରେ ଗାଧୋଉ ଗାଧୋଉ ହଠାତ୍ କୁନି ଭାଇର ଗୋଡ ଖସି ଯାଇଥିଲା । ଆଉ ସେ ପୋଖରୀରେ ବୁଡ଼ି ଯାଇଥିଲା । ଭାଇକୁ ବଞ୍ଚାଇବାକୁ ଯାଇ ପାଟି ଚିଲାଇ ସାହାଯ୍ୟ ପାଇଁ ଡାକିଥିଲା । ହେଲେ ଦୁର୍ଭାଗ୍ୟବଶତଃ କେହି ତାଙ୍କ ଡାକ ଶୁଣିପାରିନଥିଲେ । ଶେଷରେ କିଛି ଉପାୟ ନପାଇ ଭଉଣୀ ଜଣକ ନିଜେ ହିଁ ସେହି ପାଣିରେ ବୁଡ଼ି ତାଙ୍କ ଜୀବନ ଚାଲିଗଲା । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking