32.1 C
Bhubaneswar
Thursday, March 28, 2024
Homeଓଡିଶାବନ୍ଧା ହେଲେ ଲୁଟେରା ଡ୍ରାଇଭର

ବନ୍ଧା ହେଲେ ଲୁଟେରା ଡ୍ରାଇଭର

ଦେବଗଡ : ସୁନା ବ୍ୟବସାୟୀ ଙ୍କ ଟଙ୍କା ନେଇ ଫେରାର ଡ୍ରାଇଭର ଗିରଫ । ସୁନା ବ୍ୟବସାୟୀ ଙ୍କ ୭ ଲକ୍ଷ ଟଙ୍କା ନେଇ ପଳାଇଥିବା ଡ୍ରାଇଭର ଧରାପଡିଲା । ସୁନା କିଣିବାକୁ ଗଲା ବେଳେ ଚଞ୍ଚଳତା କରି ଅଧାବାଟରୁ ଚମ୍ପଟ ମାରିଥିଲା । ବ୍ୟବସାୟୀ ହୋଟେଲ ରେ ଶୋଇଥିବା ବେଳେ ଗାଡି ସହ ଚମ୍ପଟ ମାରିଥିଲା । ଏତଲା ପରେ କେନ୍ଦୁଝର ରୁ ଟ୍ରାକ କରି ଧରିଲା ପୁଲିସା ଟଙ୍କା ଜବତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking