24.5 C
Bhubaneswar
Thursday, January 16, 2025
Homeଓଡିଶାଭୁବନେଶ୍ୱରପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍୧ରେଜଲ୍ଟ ଆଜି ପ୍ରକାଶ ପାଇଛି ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି ରେଜଲ୍ଟ jeemain.nta.nic.in ୱେବସାଇଟରେ ଉପଲବ୍ଧ ହୋଇଛି ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ

ତେବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଲେଜରେ ନାମଲେଖାଇବା ପାଇଁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ସିୟୁଇଟି ଖୁବଶୀଘ୍ର ନିଟ୍ ଜେଇଇ ପରି ପରୀକ୍ଷା କ୍ଷେତ୍ରରେ ଲାଗୁ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ ପୂର୍ବରୁ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୩୦ରୁ ଅଧିକ ରାଜ୍ୟ ଘରୋଇ ବିଶ୍ୱବିଦ୍ୟାଳୟରେ ସିୟୁଇଟି କାର୍ଯ୍ୟ କରୁଛି

ନୂଆ ଶିକ୍ଷାନୀତିରେ ସିୟୁଇଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ବିଭିନ୍ନ ସ୍ତରରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ନିକଟରେ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପଶ୍ଚିମବଙ୍ଗ, ତାମିଲନାଡ଼ୁ କେରଳ ପରି ରାଜ୍ୟର ବିଶ୍ୱବିଦ୍ୟାଳୟରେ ସିୟୁଇଟି ଲାଗୁ ନେଇ ଆଲୋଚନା ହୋଇଥିଲା ତେବେ ଉକ୍ତ ଆଲୋଚନା ସକାରାତ୍ମକ ରହିଥିବା ୟୁଜିସି ପକ୍ଷରୁ କୁହାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking