29.1 C
Bhubaneswar
Saturday, July 27, 2024
Homeଓଡିଶାଡିପ୍ ଫେକ୍ ପାଇଁ ରେଗୁଲେସନ ହେବ: ବୈଷ୍ଣବ

ଡିପ୍ ଫେକ୍ ପାଇଁ ରେଗୁଲେସନ ହେବ: ବୈଷ୍ଣବ

ଭୁବନେଶ୍ୱର: ଡିପ୍ ଫେକ୍ ପାଇଁ ସ୍ୱତନ୍ତ୍ର ରେଗୁଲେସନ ହେବ କହିଲେ ଅଶ୍ୱିନୀ ବୈଷ୍ଣବ । ଡିପ୍ ଫେକ୍ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାପ୍ରକଟ ପରେ ଜରୁରୀ ବୈଠକ । ବିଭିନ୍ନ ସୋସିଆଲ ମିଡିଆ ସହ ମିଟିଂ ପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ରହିଛି । ଡିପ୍ ଫେକ୍ ଏବେ ସମାଜ ପାଇଁ ନୂଆ ବିପଦ ଭାବେ ଉଭା ହୋଇଚି । ତୁରନ୍ତ ଏହାଉପରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି । ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହା ଉପରେ ଅଙ୍କୁଶ ଚାହୁଁଛନ୍ତି । ୪ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ମତପ୍ରକାଶ ପାଇଛି । ଡିଟେକ୍ସନ, ପ୍ରିଭ୍ନସନ୍‌, ରିପୋଟିଂ ଓ ସଚେତନା ଉପରେ ରହିଛି ଗୁରୁତ୍ୱ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking