28.1 C
Bhubaneswar
Saturday, July 27, 2024
Homeଓଡିଶାଦୁର୍ଘଟଣା: ୫ ବର୍ଷରେ ୨୫,୯୩୪ ମୃତ୍ୟୁ

ଦୁର୍ଘଟଣା: ୫ ବର୍ଷରେ ୨୫,୯୩୪ ମୃତ୍ୟୁ

ଭୁବନେଶ୍ୱର: ୫ ବର୍ଷରେ ରେକର୍ଡ ଭାଙ୍ଗିଛି ସଡକ ଦୁର୍ଘଟଣାଜନିତ ମୃତ୍ୟୁ । ଗୃହରେ କୁସୁମ ଟେଟେଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀଙ୍କ ରହିଛି ଉତ୍ତର । ୫ ବର୍ଷରେ ୫୪ ହଜାର, ୭୯୦ଟି ସଡକ ଦୁର୍ଘଟଣା, ୨୫,୯୩୪ ଜଣ ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ୫ ବର୍ଷରେ ଦୁର୍ଘଟଣାରେ ୫୧,୮୭୩ ଜଣ ଆହତ ହୋଇଛନ୍ତି । ଗତବର୍ଷ କେବଳ ୫ ହଜାର ୪୬୭ ଜଣଙ୍କର ମୃତ୍ୟୁ ହୋଇଛି ।

ବଢ଼ୁଛି ଅନ୍‌ଲାଇନ୍‌ରେ ଶିଶୁଙ୍କ ଯୌନ ଶୋଷଣ; ବିପୁଳ ଟଙ୍କା ରୋଜଗାର କରୁଛନ୍ତି ଯୌନ ରାକ୍ଷସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking