31.1 C
Bhubaneswar
Wednesday, February 28, 2024
Homeଓଡିଶା ଓଡିଶାରେ ୪୦ ହଜାର ଦାଦନ

 ଓଡିଶାରେ ୪୦ ହଜାର ଦାଦନ

ଭୁବନେଶ୍ୱର: ସରକାରୀ ଖାତାରେ ଓଡିଶାରେ ୪୦,୮୮ଜଣ ଦାଦନ । ଗୃହରେ ତାରା ବାହାିଦୀପତିଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଉତ୍ତର । ବଲାଙ୍ଗିରରେ ସର୍ବାଧିକ ୨୬,୧୫୧ ଓ ଗଞ୍ଜାମରେ ୧୪୬୭ ଦାଦନ । ଲାଇସେନ୍ସପ୍ରାପ୍ତ ୬୨୬ ଠିକାଦାରଙ୍କ ଯୋଗେ ବାହାର ରାଜ୍ୟକୁ ଯାଇଛନ୍ତି ।

ଦୁର୍ଘଟଣା: ୫ ବର୍ଷରେ ୨୫,୯୩୪ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking