32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଇଟାଲିରେ ଇଂଲିଶ ମନା

ଇଟାଲିରେ ଇଂଲିଶ ମନା

ଇଟାଲି: ଇଟାଲିରେ ଇଂରାଜୀ ଭାଷାର ବ୍ୟବହାର ଉପରେ ଲାଗିବ ରୋକ୍ । ଇଂରାଜୀ ସହ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ବନ୍ଦ ଲକ୍ଷ୍ୟ । ଏନେଇ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ଇଟାଲି ସରକାରଙ୍କ ସୂଚନା । ଇଂରାଗୀ କିମ୍ବା ଅନ୍ୟାନ୍ୟ ବିଦେଶୀ ଭାଷା ବ୍ୟବହାର କଲେ ଜରିମାନା । ୧ ଲକ୍ଷ ୟୁରୋ ପର୍ଯ୍ୟନ୍ତ ଜରିମାନା କରିବାକୁ ଆଇନରେ ପ୍ରସ୍ତାବ । ବ୍ରିଟେନ ଆଉ ୟୁରୋପୀୟ ସଂଘରେ ନ ଥିବାରୁ ଏପରି ପଦକ୍ଷେପ ନେଇଛନ୍ତି । ଇଂରାଜୀ ପାଇଁ ଇଟାଲିର ମୂଳ ଭାଷା କ୍ଷତି ସହୁଥିବାରୁ ଆଇନ ଆସିବ ।

ବାରିପଦା ରେଞ୍ଜରେ ହରିଣର ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking