21.1 C
Bhubaneswar
Friday, December 27, 2024
Homeଓଡିଶାବଢିଲା ରାପିଡ ରେସପନ୍ସ ଟିମ

ବଢିଲା ରାପିଡ ରେସପନ୍ସ ଟିମ

ଭୁବନେଶ୍ୱର : ରାଜଧାନୀରେ ବଢିଲା ରାପିଡ ରେସପନ୍ସ ଟିମ । ବିଏମସିର ୬୭ ଟି ୱାଡ ପାଇଁ ୩୯ଟି ଟିମ କରାଯାଇଛି । ପ୍ରତି ଜୋନ ପାଇଁ କାମ କରିବ ୧୩ ଟି ଲେଖାଏଁ ରାପିଡ ରେସପନ୍ସ ଟିମ । ଜଣେ ଡାକ୍ତର,ଜଣେ ଏଏନଏମ, କୋଭିଡ ସଚେତକଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି । ଲୋକଙ୍କ ସ୍ୱାସ୍ଥାବସ୍ଥା ବୁଝିବା,ତଥ୍ୟ ସଂଗ୍ରହ ସହ ଔଷଧ ବାଣ୍ଟିବ ଏହି ଟିମ । ଏହାସହ ବିଏମସିରେ ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ ରୁ ୨୮କୁ ବୃଦ୍ଧି କରାଯାଇଛି । ଆବଶ୍ୟକ ଅନୁଯାୟୀ ହସ୍ପିଟାଲ , ଶଯ୍ୟା ଓ ଅକ୍ସିଜେନକୁ ବିଏମସି ପକ୍ଷରୁ ଭୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟଯେ, ଗତକାଲି ଥିଲେ । ସୂଚନାଯୋଗ୍ୟଯେ, ଗତକାଲ ଭୁବନେଶ୍ୱରରେ ଆଜି ୪୭୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରେ ସଂଗରୋଧରୁ ୮୮ ଓ ସ୍ଥାନୀୟ ଅଚଂଳରୁ ୩୮୮ ସଂକ୍ରମିତ ଅଛନ୍ତି । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏପର‌୍ୟ୍ୟନ୍ତ ୩୭ ହଜାର ୨୦୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking