29.1 C
Bhubaneswar
Friday, June 20, 2025
Homeଓଡିଶାଝାଡପଡା ଜେଲର ବନ୍ଦୀ ମୃତ

ଝାଡପଡା ଜେଲର ବନ୍ଦୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଝାଡପଡା ଜେଲରେ ଜଣେ ବିଚାରାଧୀନ ବନ୍ଦୀ ମୃତ । ଜେଲ ପରିସରରେ ମେଡିକାଲରେ ଅସୁସ୍ଥତା ପାଇଁ ଚିକିସôଧୀନ ଥିଲେ । ଗତ କିଛି ଦିନ ହେଲା ଅସୁସ୍ଥତା ପାଇଁ ଚିକିସôାଧୀନ ଥିଲେ । ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ବଧୂ ହତ୍ୟା ମାମଲରେ ଝାରପଡା ଜେଲକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking