22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି

ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି

ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ବୁଡ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ୧୧ଟାରେ ପ୍ରୟାଗରାଜରେ ପହଞ୍ଚି ବୁଡ ପକାଇବେ ରାଷ୍ଟ୍ରପତି । ଅକ୍ଷୟ ବଟ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କାଯ୍ୟକ୍ରମ ହେବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୟୁପି ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking