30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଦେଶ ଛାଡି ପଳାଇଲେ ରାଷ୍ଟ୍ରପତି

ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦେଶ ଛାଡି ପଳାଇଛନ୍ତି ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦ୍। ରାଜଧାନୀ ଦାମସ୍‌କସକୁ ବିଦ୍ରୋହୀ ମାନେ କବ୍‌ଜାକୁ ନେବା ପରେ ଭୟରେ ଦେଶ ଛାହି ଚାଲିଯାଇଛନ୍ତି ରାଷ୍ଟ୍ରପତି। ଏକ ସ୍ବତନ୍ତ୍ର ବିମାନରେ କୌଣସି ଅଜ୍ଞାତ ସ୍ଥାନକୁ ବସର ଅଲ୍ ଅସଦ୍ ଚାଲିଯାଇଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କୁ ବିରୋଧ କରି ବିଦ୍ରୋହୀ ସେନା ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରି ଚାଲିଛନ୍ତି। ୪ଟି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବା ପରେ ଏବେ ସିରିଆ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ବିଭିନ୍ନ ସ୍ଥାନରେ ଗୋଳା ବାରୁଦ ଫୁଟୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking