28.1 C
Bhubaneswar
Saturday, June 28, 2025
Homeଓଡିଶାରାଜ୍ୟବାସୀଙ୍କୁ ଅନୁଭବ ହେବ ଆହୁରି ଶୀତ

ରାଜ୍ୟବାସୀଙ୍କୁ ଅନୁଭବ ହେବ ଆହୁରି ଶୀତ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଅନୁଭବ ହେବ ଆହୁରି ଶୀତ । ସୂଚନା ଅନୁଯାୟୀ, ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଏହାସହ ରାଜ୍ୟରେ ଘନ କୁହୁଡି ହେବ ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ବଢିବ ଶୀତର ପ୍ରକୋପ । ଆହୁରି ୨ ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା । ୧୭ ତାରିଖରେ ହେବାକୁ ଥିବା ପଶ୍ଚିମଝଡ ପ୍ରଭାବରେ ଉତର ଓ ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking