41.1 C
Bhubaneswar
Tuesday, April 30, 2024
Homeଓଡିଶାଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍; ୫୦ରୁ ୬୦ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍; ୫୦ରୁ ୬୦ ଯାତ୍ରୀ ଆହତ

ଯାଜପୁର : ଯାଜପୁର କୁଆଖିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ଓଭର ବ୍ରିଜ ତଳକୁ ଖସିପଡିଲା ବସ୍ । ବାରବାଟୀ ପୋଲରେ ଭାରସାମ୍ୟ ହରାଇ ଓଲଟିପଡିଲା ବସ୍ । ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking