27.1 C
Bhubaneswar
Saturday, July 27, 2024
Homeଓଡିଶାଷ୍ଟାଡିୟମ୍ ସହ ପୁରୁଣା ଐତିହ ଜଡିତ, ଭଙ୍ଗା ଯାଇପାରିବନି : ମହମ୍ମଦ ମୋକିମ

ଷ୍ଟାଡିୟମ୍ ସହ ପୁରୁଣା ଐତିହ ଜଡିତ, ଭଙ୍ଗା ଯାଇପାରିବନି : ମହମ୍ମଦ ମୋକିମ

ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ । ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ । ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡିତ, ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି । ଅନ୍ୟତ୍ର ନିର୍ମାଣ କରାଯାଇପାରିବ, କାହିଁକି ଭଙ୍ଗାଯିବ ବୋଲି କହିଛନ୍ତି ମୋକିମ ।

କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking