27.1 C
Bhubaneswar
Sunday, September 8, 2024
Homeଓଡିଶା୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ। ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା।୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସୁନ୍ଦରଗଡ କିରେଇର ରାତି ତାପମାତ୍ରା ୯.୫ ଡିଗ୍ରୀ। ସେହିପରି ୧୫ ଡିଗ୍ରୀ ଛୁଇଁଲା ଟ୍ୱିନ ସିଟି ତାପମାତ୍ରା। ଭୁବନେଶ୍ୱରରେ ୧୫.୭ ଡିଗ୍ରୀ ଏବଂ କଟକରେ ୧୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking