ମାଲକାନାଗିରି : ୮ ବର୍ଷର ଶିଶୁକୁ ତା’ର ମା’ ପିଟିପିଟି ମାରିଦେବାର ସୂଚନା । କାଲିମେଳା ଥାନା ତୁମ୍ବାଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ମହିଳା ଜଣକ ପିଟିକି ମାରିଥିବା ଅଭିଯୋଗ ହୋଇଛି । ଶିଶୁ ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କ ଥାନାରେ ଅଟକ ରଖାଯାଇଛି ।