38.3 C
Bhubaneswar
Saturday, June 20, 2026
Homeଓଡିଶାଭୁଶୁଡ଼ିଲା ରେତ ଡ୍ୟାମ ମୁଖ୍ୟ କେନାଲ

ଭୁଶୁଡ଼ିଲା ରେତ ଡ୍ୟାମ ମୁଖ୍ୟ କେନାଲ

କଳାହାଣ୍ଡି: ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଦେପୁର ନିକଟର ରେତ ଡ୍ୟାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଫଳରେ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଘଟଣାସ୍ଥଳରେ ବିଭାଗୀୟ ଜନ୍ତ୍ରୀ ଓ ଅଧିକାରୀ ପହଞ୍ଚି କେନାଲ ମରାମତି ପାଇଁ ପଦକ୍ଷେପ ଆରମ୍ଭ କରିଥିବା ବେଳେ ଚାଷ କ୍ଷୟକ୍ଷତି ର ଆକଳନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥଲା ଏହା ସହ କେନାଲ ଦେଇ ଡେମ ରୁ ପାଣି ଛଡ଼ା ଯାଇଥିଲା। ଫଳର ଦେପୁର୍ ନିକଟର ଅଧିକ ପାଣି ପ୍ରବାହିତ ହେବାରୁ କେନାଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅମଳ ଅପେକ୍ଷାରେ ଥିବା ଚାଷ ସବୁ ପାଣିରେ ବୁଡି ନଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking