34.9 C
Bhubaneswar
Thursday, June 18, 2026
Homeଓଡିଶାବିଏସଏନଏଲ ସହ ୫ଜି ଯୋଡି ହେବ: ମୋଦି

ବିଏସଏନଏଲ ସହ ୫ଜି ଯୋଡି ହେବ: ମୋଦି

ଝାରସୁଗୁଡା: ଝାରସୁଗୁଡା ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୁବ ସମାବେଶରେ ସାମିଲ ହୋଇ ସବାରେ ସମ୍ବୋଧନ କରିଛନ୍ତି । କହିଛନ୍ତି,  ଟେଲିକମ ଟେକ୍ନୋଲୋଜି ପାଇଁ ଯାହା ଦରକାର ତାହା ବିକଶିତ ହେବ । ସାରା ଦେଶରେ ୯୭, ୫୦୦ରୁ ଅଧିକ ଟେଲିକମ ଟାୱାର କାର୍ଯ୍ୟକ୍ଷମ ହୋଇଛି ।  ଆଗାମୀ ଦିନରେ  ବିଏସଏନଏଲ ନୂଆ  ଇତିହାସ ରଚିବାକୁ ଯାଉଛି । ବିଏସଏନଏଲ ଦ୍ୱାରା ସ୍ୱଦେଶୀ ନେଟୱାର୍କ ସାମିଲ ହେଲା । ଏହା ଦ୍ୱାରା  ହାଇସ୍ପିଡ  ଇଣ୍ଟରନେଟ ସମ୍ଭବ  ହୋଇଯାଇଛି । ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ତିତିରେ କାର୍ଯ୍ୟରତ ଯବାନ ବି ପାଇବେ । ଆଗାମୀ ଦିନରେ ବିଏସଏନଏଲ ସହ ୫ଜି ଜୋଡି ହେବାକୁ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking