26.1 C
Bhubaneswar
Saturday, September 21, 2024
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ଯୁବଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଯୁବଙ୍କ ଜୀବନ

କଟକ : ମଙ୍ଗଳବାର କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ବାଙ୍କ ମହାନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ରାତିରେ ଫସଲ ଖାଇବାକୁ ହାତୀ ପଲ ଗାଁ ଭିତରେ ପଶିଥିଲେ । ଏହି ସମୟରେ ଶଦ୍ଧ ଶୁଣି ବାଙ୍କ ମହାନ୍ତି ଘର ବାହାରକୁ ଆସିଥିଲେ । ଏବଂ ହାତୀ ଘଉଡାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଏପରିକି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking