31.1 C
Bhubaneswar
Monday, May 20, 2024
Homeଓଡିଶାଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା

ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର : ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲରେ ଆୟୋଜିତ ହେବ । ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା ।  ଜେଇଇ ମେନ୍ ୨୦୨୩ ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା ।
୧) ଇଂଗ୍ରାଜି
୨) ହିନ୍ଦି
୩)ଆସାମୀ
୪ବେଙ୍ଗଲୀ
୫)ଗୁଜୁରାଟୀ
୬) କନ୍ନଡ
୭)ମାଲାୟାଲାମ୍‌
୮) ମରାଠୀ
୯)ପଞ୍ଜାବୀ
୧୦)ତାମିଲ୍‌
୧୧) ତେଲୁଗ୍‌
୧୨) ଉର୍ଦ୍ଦୁ
୧୩) ଓଡ଼ିଆ
ଆସନ୍ତା ବର୍ଷ ଠାରୁ ଏହି ୧୩ଟି ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସିକୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି ଜାରି କହିଛି ଯେ ପ୍ରଥମ ପର୍ଯ୍ୟାର ପରିକ୍ଷା ଜାନୁଆରୀ ୨୦୨୩ରେ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking