20.1 C
Bhubaneswar
Thursday, December 26, 2024
Homeଓଡିଶାକେନ୍ଦ୍ରାପଡାରେ ସର୍ବ ପ୍ରଥମ ନାଣ୍ଡୀ ବଗୁଲି ସର୍ବତ

କେନ୍ଦ୍ରାପଡାରେ ସର୍ବ ପ୍ରଥମ ନାଣ୍ଡୀ ବଗୁଲି ସର୍ବତ

କେନ୍ଦ୍ରାପଡା : ନାଣ୍ଡି ବଗୁଲି ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ବି ଏହା ଏକ ସର୍ବତ । ଯାହା କି ପେଟ ପାଇଁ ବହୁତ୍ ଥଣ୍ଡା ଏବଂ ଶରୀରର ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରେ । ହଁ, ଆଜ୍ଞା ଏହା ପୁରୀ ସହରର ଘରେ ଘରେ ପରିଚିତ ପ୍ରସିଦ୍ଧ ନାଣ୍ଡି ବଗୁଲି । ଯାହା କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁତ୍ କମ୍ ଲୋକ ଜାଣିଛନ୍ତି । ଏମିତି କି କେନ୍ଦ୍ରାପଡ଼ା ଜିଲ୍ଲାରେ ବି ଦେଖିବାକୁ ପାଇବେନି । ଏମିତି କି କଟକ ସହର ରେ ବହୁତ୍ କିଞ୍ଚିତ ମିଳେ । ଆଉ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତି ଦିନ ନୂଆ ନୂଆ ପ୍ରକାରର ସର୍ବତ ଯୋଗାଇ ଦେଇ ଆସୁଥିଲାା ଆଜି ସଂକ୍ରାନ୍ତି ଥିବାରୁ ସଦସ୍ୟ ମାନେ ଭାବିଥିଲେ କି ନୂଆ ଏକ ସର୍ବତ କେନ୍ଦ୍ରାପଡା ନୂଆ ଏକ ସର୍ବତ ଦେବାକୁ । ତେଣୁ ପୁରୀରୁ ମଗାଇ ଆଜି ପ୍ରସିଦ୍ଧ ସର୍ବତ ନାଣ୍ଡି ବଗୁଲି ପ୍ରସ୍ତୁତି କରି ପ୍ରାୟ ଦୁଇ ହଜାର ରୁ ଅଧିକ ଲୋକ ସର୍ବତ ପାନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କ ସହ କେଦାର ସ୍ୱାଇଁ,ଶାନ୍ତନୁ କୁମାର ମଲ୍ଲିକ, ଚିନ୍ମୟ ମହାରଣା, ବିଶୁ ଚାନ୍ଦ, ସମ୍ପାଦକ ସୂର‌୍ୟ୍ୟକାନ୍ତ ପରିଡ଼ା, ପ୍ରଭୁତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking