17.1 C
Bhubaneswar
Friday, January 10, 2025
Homeଓଡିଶାଠକକୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଠକକୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର: ଫ୍ରଡ୍ ଆପ୍ ଖୋଲି ଠକୁଥିବା ଜଣେ ବ୍ୟକ୍ତିକୁ ରିମାଣ୍ଡରେ ନେଲା ଇଓଡବ୍ଲୁ । ଇଓଡବ୍ଲୁକୁ ୪ ଦିନିଆ ରିମାଣ୍ଡ ଅନୁମତି ଦେଲେ ବାଲେଶ୍ୱର ଓପିଆଇଡି । କାଲି ଗିରଫ ପରେ ୫ ଦିନିଆ ରିମାଣ୍ଡ ଅନୁମତି ମାଗିଥିଲା ଇଓଡବ୍ଲୁ । କ୍ଲାଉଡ ଫୁଟ୍ ନାମକ ଆପ୍ ମାଧ୍ୟମରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିବା ସୂଚନା । ୫୦ ଟଙ୍କା ଜମା କଲେ ପର ସପ୍ତାହରୁ ୪୯ ଟଙ୍କା ଲେଖାଏଁ ମିଳିବା ଅଫର୍ ଥିଲା ।

ଅଧଘଣ୍ଟାରେ ଏହି ଜିଲ୍ଲାରେ ହେଲା ୩୭୬୨ ଥର ବଜ୍ରପାତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking