28.1 C
Bhubaneswar
Tuesday, May 5, 2026
Homeଓଡିଶାମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

ଭବାନୀପାଟଣା : କଳାହାଣ୍ଡି ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡ଼ିମାଲ ଗାଁ ନିକଟ ବିଲରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ପ୍ରାୟ ୧୫ବର୍ଷ ହୋଇଥିବା ସୂଚନା ମିଳିଛି। ତେବେ କିପରି ହାତୀର ମୃତ୍ୟୁ ହେଲୋ ତାହାର କାରଣ ଜଣାପଡ଼ିନାହିଁ। ତେବେ ସଂପୃକ୍ତ ଅଞ୍ଚଳରେ ୧୧ କେଭି ତାର ଯାଇଥିବା ଏବଂ ବାରହା ଶିକାର ପାଇଁ କିଛି ଶିକାରୀ ନିୟମିତ ତାର ବିଛାଉଥିବା କୁହାଯାଉଛି। ସେହି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀ ମୃତ୍ୟୁର ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking