29.1 C
Bhubaneswar
Friday, June 20, 2025
Homeଓଡିଶାଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ

ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ

ଭୁବନେଶ୍ୱର : ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking