34.2 C
Bhubaneswar
Friday, May 16, 2025
Homeଓଡିଶାଚାର୍ଜସିଟରେ ଆହୁରୀ ଫର୍ମାଲିଟି ଅଛି: ଗୃହ ରାଷ୍ଟ୍ରମନ୍ତ୍ରୀ

ଚାର୍ଜସିଟରେ ଆହୁରୀ ଫର୍ମାଲିଟି ଅଛି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ର୍ରି୍ର୍ରୟା । କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦେଇଛି ସେଥିରେ ଆହୁରୀ ଫର୍ମାଲିଟି ଅଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ହେଉଛି । ସଂପୂର୍ଣ୍ଣ ତଥ୍ୟ ଆସିଲା ପରେ କହିବି ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏଫବିଆଇ ତଦନ୍ତ ନେଇ କେନ୍ଦ୍ରକୁ ଚିଠି ପ୍ରସଙ୍ଗ ଏଡାଇ ଗଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking