28.1 C
Bhubaneswar
Thursday, March 28, 2024
Homeଓଡିଶାକ୍ରାଇମବ୍ରାଞ୍ଚ ପାଲଟିଛି କଭରଅପ୍ ବ୍ରାଞ୍ଚ: ବିଜୟ ମହାପାତ୍ର

କ୍ରାଇମବ୍ରାଞ୍ଚ ପାଲଟିଛି କଭରଅପ୍ ବ୍ରାଞ୍ଚ: ବିଜୟ ମହାପାତ୍ର

ଭୁବନେଶ୍ୱର: ନବଦାସ ଚାର୍ଜସିଟ୍‌କୁ ବିଜୟ ମହାପାତ୍ରଙ୍କ କଡା ସମାଲୋଚନା । କ୍ରାଇମବ୍ରାଞ୍ଚକୁ କଭରଅପ୍ ବ୍ରାଞ୍ଚ କହିଲେ ବିଜୟ ମହାପାତ୍ର । କ୍ରାଇମବ୍ରାଞ୍ଚ କଭରଅପ୍ ବ୍ରାଞ୍ଚ ଭାବେ ପ୍ରତିପାଦିତ କରିଥିବା ଜଣାପଡୁଛି । କ୍ରାଇମବ୍ରାଞ୍ଚ ପାଖରୁ ଲୋକେ ଯାହା ଆଶା କରିଥିଲେ ତାହା ହେଲାନି । ଏଭଳି ହାଇପ୍ରୋଫାଇଲ୍ ମର୍ଡରର ପ୍ରକୃତ ତଦନ୍ତ ହେଲାନାହିଁ । ଷଡଯନ୍ତ୍ର ଓ ହତ୍ୟା ଉଦ୍ଧ୍ୟେଶ ଦିଗରେ ତଦନ୍ତ ହୋଇନଥିବା ଲାଗୁଛି । ଏଫବିଆଇ ତଦନ୍ତ ଚିଠି ପ୍ରସଙ୍ଗରେ କିଏ ସତ କହୁଛି ଲୋକେ ବିଚାର କରିବେ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ରାଜ୍ୟରେ ଆଜି ୨୧ ଜିଲ୍ଲାକୁ କାଳବୈଶାଖି ସତର୍କତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking