29.1 C
Bhubaneswar
Wednesday, May 1, 2024
Homeଓଡିଶାତେଲ ଟ୍ୟାଙ୍କରକୁ ପିଟିଲା କାର

ତେଲ ଟ୍ୟାଙ୍କରକୁ ପିଟିଲା କାର

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଏକ ତେଲ ଟ୍ୟାଙ୍କର ଟ୍ରକ ଯାଉଥିଲା। ଏବଂ ସେହି ସମୟରେ ଏକ କାର ସମ ଅଭିମୁଖେ ଯାଉଥିଲା। ଠିକ ସେହି ସମୟରେ କାରଟି ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ତେଲ ଟ୍ୟାଙ୍କରକୁ ଏକ କାର ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଘଟଣା ବାବଦରେ ଅନୁଧ୍ୟାନ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking