29.1 C
Bhubaneswar
Friday, May 23, 2025
Homeଓଡିଶାବସ ମାଲିକ ସଂଘର ଆଲୋଚନା ସକାରତ୍ମକ : ସଂଘ ସମ୍ପାଦକ

ବସ ମାଲିକ ସଂଘର ଆଲୋଚନା ସକାରତ୍ମକ : ସଂଘ ସମ୍ପାଦକ

ଭୁବନେଶ୍ୱର : ସିଏମଓ – ବସ ମାଲିକ ସଂଘ ବୈଠକ ପରେ ସଂଘ ସମ୍ପାଦକଙ୍କ ସୂଚନା | ଆଲୋଚନା ସକାରାତ୍ମକ ହୋଇଥିବା କହିଲେ ସଂଘ ସଂପାଦକ | ସରକାର ଆମର ଦାବି ଶୁଣିଛନ୍ତି ଆଉ ଦାବି ଯଥାର୍ଥ ବୋଲି ମଧ୍ୟ କହିଛନ୍ତି | ଆଲୋଚନା ନେଇ ଆମେ ଷ୍ଟିଅରିଂ କମିଟି ବୈଠକରେ ଜଣେଇବୁ | ଷ୍ଟିଅରିଂ କମିଟି ନିଷ୍ପତି ଅନୁସାରେ ଆମେ ଚୂଡାନ୍ତ ପଦକ୍ଷେପ ନେବୁ | ଆମକୁ ଲିଖିତ ପ୍ରତିଶୃତି ଦରକାର ବୋଲି କହିଲେ ସଂଘ ସଂପାଦକ | ଏବେ ଆନ୍ଦୋଳନ ନିଷ୍ପତି ବଳବତ୍ତର ରହିଛି ବୋଲି ମଧ୍ୟ କହିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking