28.1 C
Bhubaneswar
Monday, May 5, 2025
Homeଓଡିଶାଡିଏସପିଙ୍କ ଗୋଡରୁ ବାହାରିଲା ଗୁଳି

ଡିଏସପିଙ୍କ ଗୋଡରୁ ବାହାରିଲା ଗୁଳି

ଭୁବନେଶ୍ୱର: ନକ୍ସଲ ଆକ୍ରମଣରେ ଆହତ ଡିଏସପିଙ୍କ ଗୋଡରୁ ବାହାରିଲା ଗୁଳି । ଭୁବନେଶ୍ୱର ଏମ୍‌ସରେ ଡିଏସପିଙ୍କ ଗୋଡରୁ ୨ଟି ଗୁଳି ବାହାର କରାଗଲା । ଚିକିତ୍ସାଧୀନ ଡିଲସପି ଅତୁଲକୃଷ୍ଣ ଦାସଙ୍କୁ ଭେଟିଲେ ଡିଜିପି ସୁନୀଲ ବଂଶଲ । ଆହତ ଡିଏସପିଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ମଧ୍ୟ ତଦାରଖ କଲେ ।

ସୂଚନା ମୁତାବକ, ଗତକାଲି ନକ୍ସଲଙ୍କ ଗୁଳିମାଡରେ ଆହତ ହୋଇଥିଲେ ଡିଏସପି ଦାସ । ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିମାଡରେ ୩ ନକ୍ସଲ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking