25.1 C
Bhubaneswar
Thursday, January 16, 2025
Homeଓଡିଶା୨ ଲକ୍ଷ କୋଟିର ବଜେଟକୁ ମନ୍ତ୍ରୀ ପରିଷଦରେ ମିଳିଲା ମଞ୍ଜୁରୀ

୨ ଲକ୍ଷ କୋଟିର ବଜେଟକୁ ମନ୍ତ୍ରୀ ପରିଷଦରେ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ମିଳିଛି ।

ଆସନ୍ତା ୩୦ରେ ଗୃହରେ ଉପସ୍ଥାପନ ହେବ କାମଚଳା ବଜେଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking