26.1 C
Bhubaneswar
Friday, June 6, 2025
Homeଓଡିଶାଦୁର୍ବୁତଙ୍କ ଆକ୍ରମଣରେ ଜେଲ ଫେରନ୍ତାଙ୍କ ଶୋଚନୀୟ ମୃତ୍ୟୁ

ଦୁର୍ବୁତଙ୍କ ଆକ୍ରମଣରେ ଜେଲ ଫେରନ୍ତାଙ୍କ ଶୋଚନୀୟ ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ସହରର ଆଳତୁମା ନିକଟରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଗୁରୁବାର ପୂର୍ବାହ୍ନରେ ଜଣାପଡିଛି। ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମର ନିରଞ୍ଜନ ସାହୁ (୪୪) କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଅଞ୍ଚଳରେ ରହି ଆସୁଥିଲେ ।

ସେ ବରୁଆଁ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ କିଛି ଦିନ ତଳେ ଜାମିନରେ ଆସିଥିଲେ ।  ଗତ କାଲି ରାତିରେ କେହି ଦୁର୍ବୁତ ନିରଞ୍ଜନଙ୍କୁ ଆଲତୁମା ନିକଟରେ ଗୁଳି କରି ହତ୍ୟା କରିଥିବାର ଗୁରୁବାର ପୂର୍ବାହ୍ନରେ ପ୍ରଚାର ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking