37.1 C
Bhubaneswar
Saturday, May 18, 2024
Homeଓଡିଶାଷ୍ଟେସନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଷ୍ଟେସନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ : ଡୁମୁରୁପୁଟ ଷ୍ଟେସନରେ ଯୁବକର ମୃତ ଦେହ ଉଦ୍ଧାର । ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି । ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତଦନ୍ତ ପରେ ହିଁ ତାହା ଜଣା ପଡିବ।

ଶୋଇବା ସମୟରେ ଜମାବି କରନ୍ତୁ ନାହିଁ ଏହି ୪ଟି ଭୁଲ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking