32.1 C
Bhubaneswar
Friday, May 1, 2026
Homeଓଡିଶାମଝି ଚିଲିକାରେ ଫସିଲା ଡଙ୍ଗା

ମଝି ଚିଲିକାରେ ଫସିଲା ଡଙ୍ଗା

ଗଞ୍ଜାମ : ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିଲା ।  ଡଙ୍ଗାରେ ୨୫ ଜଣ ଯାତ୍ରୀଙ୍କ ସମେତ  ୧୦ଟି ବାଇକ ଥିଲା ।  ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ସକାଳ ୮ଟା ରେ ଛାଡିଥିଲା ।  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିବା ଜଣାପଡ଼ିଛି । ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି । କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking