27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମାନସିକ ଚାପ ସହି ନପାରି ଜୀବନ ହାରିଲେ ଆଡଲ୍ଟ ଷ୍ଟାର

ମାନସିକ ଚାପ ସହି ନପାରି ଜୀବନ ହାରିଲେ ଆଡଲ୍ଟ ଷ୍ଟାର

ନୂଆଦିଲ୍ଲୀ: ବଲିଉଡର ଜଣେ ଆଡଲ୍ଟ ଷ୍ଟାର ଜୀବନ ହାରି ଦେଇଥିବା ଜଣାପଡ଼ିଛି । ଜୀବନ ହାରିଥିବା ଷ୍ଟାରଙ୍କ ନାମ କାଗ୍ନି ଲିନ କାର୍ଟର ଓ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି । ଷ୍ଟାରଙ୍କ ମୃତ୍ୟୁ ଖବରକୁ ତାଙ୍କ ଘନିଷ୍ଠ ସାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ । ରିପୋର୍ଟ ମୁତାବକ, କାଗ୍ନି ଗତଗୁରୁବାର ଜୀବନ ହାରି ଦେଇଛନ୍ତି । ସେ ତାଙ୍କ କ୍ୟାରିୟରରେ ଖୁବ ସଫଳତା ହାସଲ କରିଛନ୍ତି । ତଥାପି କେ?ଣସି କାରଣକୁ ନେଇ ମାନସିକ ଚାପ ଦେଇ ଗତି କରୁଥିଲେ । କାଗ୍ନି ଏକାଧାରାରେ ଜଣେ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ଭଲ ଝିଅ ଓ ସାଙ୍ଗ ଥିଲେ । ୨୦୦୦ ମସିହାରେ କାଗ୍ନି ଜଣେ ଆଡଲ୍ଟ ଷ୍ଟାର ଭାବେ ସିନେମା ଦୁନିଆରେ ପ୍ର?ବେଶ କରିଥିଲେ । ସେ ତାଙ୍କ ପ୍ରତିଭା ବଳରେ ଅନେକ ପୁରସ୍କାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ୨୦୧୯ରେ ସେ ଆଡଲ୍ଟ ସିନେମାରୁ ଦୂରେଇ ଯାଇ ପୋଲ ନୃତ୍ୟରେ କ୍ୟାରିୟର ଗଢ଼ିବା ପାଇଁ ସ୍ଥିର କରିଥିଲେ । ଏମିତି କି ଏହି ନୃତ୍ୟର ଏକ ଷ୍ଟୁଡିଓ ବି ଖୋଲିବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ଦୁଃଖର ବିଷ ସେ ମାତ୍ର ୩୨ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking