32.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶଜେରୁଜେଲମ୍‌ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ

ଜେରୁଜେଲମ୍‌ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ

ନୂଆଦିଲ୍ଲୀ : ଜେରୁଜେଲମ୍ ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା ଗୁଳିମାଡ଼ରେ ୮ଜଣଙ୍କ ମୃତ୍ୟୁ, ୧୧ରୁ ଅଧିକ ଆହତ ଗୁଳି ଚଳାଇଥିବା ଆତଙ୍କୀ ମଧ୍ୟ ପୋଲିସ ଗୁଳିରେ ମରିଥିବା ସୂଚନା ମିଳିଛି

ଜେରୁଜେଲମ୍ ସହର ନିକଟ ନେଭେ ୟାକୋଭରେ ଥିବା ସିନାଗଗ୍ ବା ଜୀଉଙ୍କ ପ୍ରାର୍ଥନା ସ୍ଥଳରେ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ ଇସ୍ରାଏଲ୍ ବିଦେଶ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ଗାଜାରେ ହମାସ୍ ପ୍ରବକ୍ତା ଏହାକୁ ଅପରେସନ୍ ଜେନିନ୍ ଜବାବୀ ହମଲା ବୋଲି କହିଛି

ପାଲେଷ୍ଟାଇନ୍ ଆତଙ୍କବାଦୀ ଏହି ହମଲା କରିଥିବା କୁହାଯାଉଛି ଗୁଳି ଚଳାଇଥିବା ଆତଙ୍କୀ ପୋଲିସ ଗୁଳିରେ ଘଟଣାସ୍ଥଳରେ ପ୍ରାଣ ହରାଇଛି ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking