28.1 C
Bhubaneswar
Sunday, July 14, 2024
Homeଅପରାଧତାସ ଖେଳୁଥିଲେ, ଗୁଳି ମାରିଦେଲେ

ତାସ ଖେଳୁଥିଲେ, ଗୁଳି ମାରିଦେଲେ

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ । ତାସ ଖେଳୁଥିବା ବେଳେ ଗୁଳିମାଡ ହୋିଥିବା ସୂଚନା ମିଳିଛି । ଗୁଳି ମାଡରେ ତ୍ରିନାଥ ମଲ୍ଲିକ ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଗୁଳି ଯୁବକଙ୍କ ଛାତିରେ ବାଜି ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ତାସ ଖେଳୁ ଥିବା ସମୟରେ ହଠାତ ର୍ଦୁବୃତ୍ତ ଆସି ଯୁବକଙ୍କୁ ଗୁଳିମାଡ କରିଥିଲେ । ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତ । ତେବେ ସେମାନେ ବାଇକରେ ଆସିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି । କିଏ ଓ କାହିଁକି ଗୁଳିମାଡ କଲା ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking