41.1 C
Bhubaneswar
Sunday, April 28, 2024
Homeଓଡିଶାନବୀନଙ୍କୁ ଷ୍ଟାଲିନଙ୍କ ଚିଠି

ନବୀନଙ୍କୁ ଷ୍ଟାଲିନଙ୍କ ଚିଠି

ଭୁବନେଶ୍ୱର: ବାଣ ବ୍ୟାନ କରିଥିବା ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି । ବାଣ ବ୍ୟାନ ଦ୍ୱାରା ୮ ଲକ୍ଷ ବାଣ କାରିଗରଙ୍କ ଜୀବିକା ବିପନ୍ନ ହୋଇଛି । ଏମାନଙ୍କୁ ଦେଖି ଅନ୍ୟ ରାଜ୍ୟ ବ୍ୟାନ କଲେ ସଂପୂର୍ଣ୍ଣ ବାଣ ଶିଳ୍ପ ଭୁଷୁଡିବ । ପ୍ରଦୂଷଣ କରୁଥିବା ବାଣ ବ୍ୟାନ ପାଇଁ ପୂର୍ବରୁ ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଏବେ କମ୍ ପ୍ରଦୂଷଣ କରୁଥିବା ଗ୍ରୀନ କ୍ରାକର ଉତ୍ପାଦନ କରାଯାଉଛି । ଏସବୁ ଦେଖି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking