28.1 C
Bhubaneswar
Sunday, July 13, 2025
Homeଓଡିଶାଆଜି ୧୨ଘଣ୍ଟିଆ ତାଳଚେର ବନ୍ଦ

ଆଜି ୧୨ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର : ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ମେଡିକାଲ କଲେଜକୁ ସରକାର ଚଳାଇବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତାଳଚେରରେ ଦୋକାନ ବଜାର ବନ୍ଦ ରହିବା ସହ ଚକଅଖ ବନ୍ଦ । ତେବେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking