27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିବାହ କଲେ ସ୍ୱରା ଭାସ୍କର

ବିବାହ କଲେ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସାମାଜିକ କର୍ମକର୍ତ୍ତା ସ୍ୱରା ଭାସ୍କର ଇତିମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସ୍ୱରା ତାଙ୍କର ପୁରୁଷ ବନ୍ଧୁ ଫହାଦ୍ ଜିରାର୍ ଅହମ୍ମଦଙ୍କୁ ବିବାହ କରିଛନ୍ତି । ୨୦୨୦ରେ ନାଗରିକତ୍ୱ ସଂଶୋଧନ ଆଇନ ପ୍ରତିବାଦରେ ଦିଲ୍ଲୀର ସାହିନବାଗରେ ବିକ୍ଷୋଭ ପ୍ରଦର୍ଶିତ ହେଉଥିବାବେଳେ ସ୍ୱରା ଓ ଫହାଦ୍ ପରସ୍ପରକୁ ପ୍ରଥମ ଥର ଭେଟିଥିଲେ । ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ସ୍ୱରା ‘ତନୁ ୱେଡ୍‌ସ ମନୁ’, ‘ଚିଲ୍ଲର ପାର୍ଟି’ ଓ ‘ଗୁଜରାରିସ୍‌’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ଦୁଇଟି ସ୍କ୍ରିନ୍ ଆୱାର୍ଡ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking