ଜଳେଶ୍ୱର : ବାଲିଆପାଳ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ । ମଧୁପୁର ସରକାରୀ ବାସଭବନରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର । ଯନ୍ତ୍ରୀଙକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।